ଦିଅର-ଭାଉଜ ପ୍ରେମକୁ ବିରୋଧ କରି କଙ୍ଗାରୁକୋର୍ଟ : ଜୋତାମାଳ ପିନ୍ଧାଇ ଗାଁରୁ ବାସନ୍ଦ କଲେ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକରପଡ଼ାରେ ଦିଅର ଭାଉଜର ପ୍ରେମକୁ ପ୍ରତିବାଦ କରି କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟରେ ଉଭୟଙ୍କୁ ଚପଲମାଳ ପିନ୍ଧାଇବା ସହିତ ଗାଁରୁ ବାସନ୍ଦ କରିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ରାଜଗାଙ୍ଗପୁର ପୁଲିସ ତତ୍ପର ହୋଇ ଉଠିଥିଲେ। ରାଜଗାଙ୍ଗପୁର ଏସ୍‌ଡ଼ିପିଓ ସଦଳବଳ ଯାଇ ଦିଅର ଭାଉଜଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ କଙ୍ଗାରୁ କୋର୍ଟରେ ବସି ସମାଧାନ କରିଥିବା ସରପଞ୍ଚଙ୍କ … Continue reading ଦିଅର-ଭାଉଜ ପ୍ରେମକୁ ବିରୋଧ କରି କଙ୍ଗାରୁକୋର୍ଟ : ଜୋତାମାଳ ପିନ୍ଧାଇ ଗାଁରୁ ବାସନ୍ଦ କଲେ